ଆଜିର ଖବର ପୁରୀ ସମୁଦ୍ରକୂଳ ରୋଡରେ ବେଆଇନ ପାର୍କିଂ କରିଥିବା ଗାଡିକୁ ଉଠାଇନେଲା ପୋଲିସ ପୁରୀ: ଗତକାଲି ରାତିରେ ପୁରୀ ପୋଲିସ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ପୁରୀ ସମୁଦ୍ରକୂଳ ରୋଡରେ ବେଆଇନ ପାର୍କିଂ କରିଥିବା ଗାଡି ଜବତ।…