ଅପରାଧ ତାମିଲନାଡୁର ମନ୍ତ୍ରୀ ପୋନମୁଡିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୪୨ କୋଟି ମୂଲ୍ୟର ସମ୍ପତ୍ତି ଜବତ କଲା ଇଡି ଚେନ୍ନାଇ: ସେନ୍ଥିଲ ବାଲାଜୀ ପରେ ତାମିଲନାଡୁ ସରକାରଙ୍କ ଅନ୍ୟ ଜଣେ ମନ୍ତ୍ରୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାମିଲନାଡୁ ସରକାରରେ ଶିକ୍ଷା ମନ୍ତ୍ରୀ କେ…