ଆଜିର ଖବର ଲକ୍ ଡାଉନ୍ ନିୟମକୁ ବେଖାତିର୍: ବାଣପୁରର ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ବେଆଇନ ମଦ ବିକ୍ରି ସୀତାରାମ ଅଗ୍ରୱାଲ ବାଣପୁର: କରୋନାର ତାଣ୍ଡବରେ ବିଶ୍ଵବାସୀ ଆତଙ୍କିତ। ଏହିକ୍ରମରେ ଭାରତରେ ମଧ୍ୟ କାରୋନାର ପ୍ରଭାବ ବଢିବାରେ ଲାଗିଛି। ରାଜ୍ୟରେ ଏବେ ଅବସ୍ଥା ସଙ୍ଗୀନ ହେବାକୁ ଯାଉଛି।…