ଜାତୀୟ ଖବର ବେଙ୍ଗୁଲୁରୁରେ ଆୟୋଜିତ ହେଲା ଇନଭେଷ୍ଟରସ ମିଟ, ନିବେଶକଙ୍କୁ ଆମନ୍ତ୍ରିତ କଲେ ନବୀନ ବେଙ୍ଗାଲୁରୁ/ ଭୁବନେଶ୍ବର: ଓଡିଶା ସରକାର ଏବଂ ଫିକି ସହଯୋଗରେ ଆଜି ଓଡିଶା ଇନଭେଷ୍ଟରସ ମିଟ୍ ବେଙ୍ଗାଲୁରୁରେ ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ…