ବିଶେଷ ଖବର ଅଗ୍ନିବୀରଙ୍କ ବେତନ ବ୍ୟବସ୍ଥା ଓ ସ୍ପର୍ଶ ମୋବାଇଲ ଆପ୍ ସମେତ ବିଭିନ୍ନ ଡିଜିଟାଲ ଉପକ୍ରମର ଶୁଭାରମ୍ଭ ନୂଆଦିଲ୍ଲୀ: ପ୍ରତିରକ୍ଷା ଲେଖା ବିଭାଗ ବା ଡିଫେନ୍ସ ଆକାଉଣ୍ଟ ଡିପାର୍ଟମେଣ୍ଟ (ଡିଏଡି)ର ୨୭୫ତମ ବାର୍ଷିକ ଦିବସ ନୂଆଦିଲ୍ଳୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…