ଆଜିର ଖବର ଚଳିତ ଆଇପିଏଲରେ ଖେଳିବେ ଅର୍ଜୁନ ତେନ୍ଦୁଲକର!: ଜାଣନ୍ତୁ କଣ ରହିଛି ତାଙ୍କର ବେସ୍ ପ୍ରାଇସ୍ ନୂଆଦିଲ୍ଲୀ: କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଚଳିତ ଆଇପିଏଲରେ ଖେଳିପାରନ୍ତି। ୧୮ ଫେବୃୟାରୀରେ ହେବାକୁ ଥିବା ଖେଳାଳି ନିଲାମୀ ପାଇଁ ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକର…