ଆଜିର ଖବର ନୂଆ କୃଷି ଜ୍ଞାନକୌଶଳ ଉଦ୍ଭାବନ କଲେ ଆଇସିଏଆର-ସିଆଇଡବ୍ଲୁଏର ବୈଜ୍ଞାନିକ ଦଳ ଭୁବନେଶ୍ୱର: ଜନସଂଖ୍ୟା ବୃଦ୍ଧି, ସହରୀକରଣ ଏବଂ ଶିଳ୍ପ ବିକାଶ କାରଣରୁ କୃଷି ଉପଯୋଗୀ ଭୂମି ସଙ୍କୁଚିତ ହୋଇଚାଲିଛି। ଗ୍ରାମୀଣ ପରିବାରର ଜୀବନଜୀବିକା ମୁଖ୍ୟତଃ କୃଷି ଏବଂ ଆନୁସଙ୍ଗିକ…