ଆଜିର ଖବର ପିଏମ କେୟାର ଫଣ୍ଡର ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ: ହାଇକୋର୍ଟ ଯିବାକୁ ଦେଲେ ପରାମର୍ଶ ନୂଆଦିଲ୍ଲୀ: ପିଏମ କେୟାର ଫଣ୍ଡର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ମନା କରି ଦେଇଛନ୍ତି। ଯାହା ପରେ ଆବେଦନକାରୀଙ୍କୁ ତାଙ୍କ…