ଆଜିର ଖବର ଟାଟା ମୋଟର୍ସ ଆଜି ଲଞ୍ଚ କରିବ ଦେଶର ସବୁଠାରୁ ଶସ୍ତା ବୈଦ୍ୟୁତିକ କାର, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ ଓ ମୂଲ୍ୟ ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ଵ ସହିତ ଭାରତରେ ବୈଦ୍ୟୁତିକ ଯାନର ବଜାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଦେଶରେ ନୂତନ ବୈଦ୍ୟୁତିକ କାର ଲଞ୍ଚ କରିବାକୁ…