ଆଜିର ଖବର ପଶ୍ଚିମବଙ୍ଗରେ ବିଜେପିକୁ ଚକିତ କରି ଦଳରୁ ଇସ୍ତଫା ଦେଲେ ଫିଲ୍ମ ଅଭିନେତା ବୋନି ସେନଗୁପ୍ତା କୋଲକୋତା: ବଙ୍ଗାଳୀ ଅଭିନେତା ବୋନି ସେନଗୁପ୍ତା ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ତଥା ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ…