ଆଜିର ଖବର ୧୦ କୋଟି ଗ୍ରାହକଙ୍କୁ ଯୋଡ଼ିବାର କ୍ଷମତା ରଖିଛି ଜିଓ ଭାରତ ଫୋନ୍: ବୋଫା ସିକ୍ୟୁରିଟିଜ୍ ରିପୋର୍ଟ ଭୁବନେଶ୍ୱର: ରିଲାଏନ୍ସ ଜିଓର ନୂଆ ଜିଓ ଭାରତ ମୋବାଇଲ୍ ଆଗାମୀ ଦୁଇ ତିନି ବର୍ଷରେ ୧୦ କୋଟିରୁ ଅଧିକ ନୂଆ ଗ୍ରାହକ ଯୋଡ଼ିପାରିବା ସମ୍ଭାବନା ସୃଷ୍ଟି ହୋଇଛି।…