ଅପରାଧ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ ନିକଟରୁ ମିଳିଲା ବୋମା, ଘଟଣାସ୍ଥଳରେ ବୋମା ନିରୋଧକ ଟିମ୍ ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ହେଲିପ୍ୟାଡ ନିକଟରେ ଏକ ବୋମା ସେଲ ମିଳିଛି। ଏହି ବୋମା ସେଲ ଆମ୍ବ ବଗିଚାରେ ପଡ଼ିଥିବାର ଦେଖିବାକୁ ମିଳିଛି। ଚଣ୍ଡିଗଡ଼…