ଆଜିର ଖବର ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଦୁଇବର୍ଷ ପରେ ହେଲା ବୋଲବମ୍ ଯାତ୍ରା ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ବିଶ୍ବାସ ରହିଛି ଯେ, ଶ୍ରାବଣ ସୋମବାରରେ ଶିବଙ୍କ ମସ୍ତକରେ ଜଳ ଅର୍ପଣ କଲେ ପୂଣ୍ୟ ହୁଏ। ସେଥିପାଇଁ…