ଅପରାଧ ବୃଦ୍ଧାଙ୍କ ଜମି ବିକ୍ରି କରାଇ ଟଙ୍କା ହଡପ ପାଇଁ ଚକ୍ରାନ୍ତ: ପ୍ରତିବାଦ କରିବାରୁ ବନ୍ଧୁକ ଦେଖାଇ ବୋହୂକୁ ଆକ୍ରମଣ ରମେଶ ମହାନ୍ତି ଜଗତସିଂହପୁର: ବୃଦ୍ଧାଙ୍କୁ କରାୟତ କରି ଜମିବିକ୍ରି କରାଇ ଅର୍ଥ ହଡ଼ପ କରିବାକୁ ଯୋଜନା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ବୃଦ୍ଧାଙ୍କ ବୋହୂ…