ଆଜିର ଖବର ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ୪୪ଟି ପ୍ଲଟ୍, ୧.୦୮ କୋଟି ଟଙ୍କା ଜମା, ଆଉ….. The Samikhsya Desk: ଆଜି ଭିଜିଲାନ୍ସ ଜଣେ ଏମଭିଆଇଙ୍କ ଘରେ ଚଢାଉ କରିଛି। ଆଉ ଖୋଳିଛି ତାଙ୍କର ଅମାପ ସଂପତ୍ତିର ତାଲିକା। ସେ ହେଉଛନ୍ତି ବୌଦ୍ଧର ଏମଭିଆଇ…