ଆଜିର ଖବର ବିଜେପିରୁ ଇସ୍ତଫା ଦେବାକୁ ଚାହିଁଥିଲେ, କିନ୍ତୁ ବ୍ରହ୍ମଗିରି ମଣ୍ଡଳ ସଭାପତିଙ୍କୁ ନିଲମ୍ବନ କଲା ଦଳ ପୁରୀ: ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ବିଜେପି ବ୍ରହ୍ମଗିରି ମଣ୍ଡଳ ସଭାପତି ଭଗବାନ ନାୟକଙ୍କୁ ନିଲମ୍ବନ କରାଯାଇଛି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ…