ବ୍ରହ୍ମପୁର ଆମ୍ବପୁଆ ପୋଲିସ୍

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଅବସରରେ ୯୦ ତମ ପୋଲିସ୍ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ଆମ୍ବପୁଆ ପୋଲିସ୍ ପଡିଆରେ ପାଳନ ହୋଇଛି।…