ଅପରାଧ ବ୍ରହ୍ମପୁର ଜେଲ୍ ନିକଟସ୍ଥ ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଜେଲ୍ ନିକଟସ୍ଥ ଏକ ଗଛରେ ଜଣେ ବ୍ୟକ୍ତିଙ୍କର ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। କିନ୍ତୁ ତାଙ୍କର ପରିଚୟ ମିଳିପାରିନାହିଁ। ପୋଲିସ…