ଆଜିର ଖବର ବ୍ରାଉନ୍ ସୁଗାର ଓ ଚୋରି ଘଟଣାରେ ହାର୍ଡକୋର କ୍ରିମିନାଲ ଗିରଫ କୁଜଙ୍ଗ: କୁଜଙ୍ଗ ପୋଲିସ୍ ଏକ ରାହାଜାନି ଓ ମାଡ଼ ମାରିଥିବା ଘଟଣାରେ ହାର୍ଡକୋର କ୍ରିମିନାଲକୁ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିବା ଜଣାପଡିଛି। କୁଜଙ୍ଗ ଅଂଚଳର ଜନୈକ…