ବ୍ରାଣ୍ଡ ଓ ପରିଚୟ

ପ୍ରିୟ ରଞ୍ଜନ ସାହୁ ନବେ ଦଶକରେ ଦିଲ୍ଲୀରେ ମୁଁ କାର୍ଯ୍ୟରତ ଥିଲି ଦଶ ବର୍ଷରୁ ଉର୍ଦ୍ଧ୍ଵ। ଅବିବାହିତ ଜୀବନ।  ଖାଇବାର କିଛି ଠିକ ଠିକଣା ନଥିଲା। କେତେବେଳେ…