ଆଜିର ଖବର ଓଡ଼ିଶାରେ ପ୍ରଥମ: ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ପଦ୍ଧତିରେ ସୁସ୍ଥ ହେଲେ ଜୀଭ କର୍କଟ ରୋଗୀ ଭୁବେନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜିଭ କର୍କଟ ରୋଗର ସଫଳ ଚିକିତ୍ସା ଦ୍ୱାରା ନିକଟରେ ଜଣେ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ଓଡ଼ିଶାରେ ପ୍ରଥମ ଥର…