ଆଜିର ଖବର ମାଘ ପୂର୍ଣ୍ଣିମାର ଚତୁର୍ଥ ଅମୃତ ସ୍ନାନ ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ କୋଟି କୋଟି ଭକ୍ତ ପ୍ରୟାଗରାଜ: ବୁଧବାର ମାଘ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଅମୃତ ସ୍ନାନ ଅବସରରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ କୋଟି କୋଟି ଭକ୍ତ ବୁଡ ପକାଇଛନ୍ତି। ଭାରତୀୟଙ୍କ…