ଆଜିର ଖବର ଏନସିପି ଅଧ୍ୟକ୍ଷ ଶରଦ ପାୱାର ଅସୁସ୍ଥ: ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ହେଲେ ଭର୍ତ୍ତି ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାର ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ଶରଦ ଅସୁସ୍ଥ ହୋଇଥିବା ଖବର ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟବସ୍ଥା…