ଆଜିର ଖବର ଦ୍ୱିତୀୟ ଡୋଜ୍ ନେବା ପରେ ମଧ୍ୟ ଲୋକେ ହେଉଛନ୍ତି ସଂକ୍ରମଣ!: ମୋଟ ମାମଲାରୁ କେବଳ କେରଳରେ ୪୬% ଆକ୍ରାନ୍ତ ଚିହ୍ନଟ ନୂଆଦିଲ୍ଲୀ: ଉଭୟ ଡୋଜ ନେବା ପରେ ମଧ୍ୟ ଦେଶରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ସୂଚନାନୁସାରେ, ଦ୍ଵିତୀୟ ମାତ୍ରା ପରେ ମୋଟ ବ୍ରେକଥ୍ରୁ ସଂକ୍ରମଣର ୪୬%…