ଆଜିର ଖବର ବ୍ରେସୱେଲଙ୍କ ଆକ୍ରମଣାତ୍ମକ ଇନିଂସ ସତ୍ତ୍ୱେ ହାରିଲା ନ୍ୟୁଜିଲ୍ୟାଣ୍ଡ, ୧୨ ରନରେ ଜିତିଲା ଭାରତ ହାଇଦ୍ରାବାଦ: ଏକ ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭାରତ ୧୨ ରନରେ ପରାସ୍ତ କରିଛି। ମାଇକେଲ ବ୍ରେସୱେଲଙ୍କ ଆକ୍ରମଣାତ୍ମକ ଇନିଂସ ଭାରତର ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ବ୍ରେସୱେଲ…