ଆଜିର ଖବର ଜଗତସିଂହପୁର ଜିଲ୍ଲାରେ ‘ଫାଇବ୍ ଟି’ କୁ ଉପହାସ କରୁଛନ୍ତି ବ୍ଲକ୍ ପ୍ରଶାସନ, ସରୁନି ପଞ୍ଚାୟତସ୍ତରୀୟ କ୍ୟାସବୁକ୍ ଲେଖା ରମେଶ ମହାନ୍ତି ଜଗତସିଂହପୁର: ବିଗତ ଦିନରେ କ୍ୟାସ୍ବୁକ୍ ଅଡିଟ୍ ଯୋଗୁଁ ଜଗତସିଂହପୁର ବ୍ଲକରେ ହୋଇଥିବା ୨୦ ଲକ୍ଷ ଟଙ୍କାର ହେରଫେର ଲୋକଲୋଚନକୁ ଆସିପାରିଥିଲା, ତଥାପି ଏପରି ଏକ…