ଆଜିର ଖବର ସାଧାରଣ ଲୋକଙ୍କୁ ଆଶ୍ଵସ୍ତି!, ୧୧୫ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର ନୂଆଦିଲ୍ଲୀ: ବର୍ଷର ଏକାଦଶ ମାସ ଆଜିଠାରୁ ଆରମ୍ଭ ହୋଇଛି। ନଭେମ୍ବର ମାସର ଆରମ୍ଭ ସହିତ ଲୋକମାନେ ଦର ବୃଦ୍ଧିରୁ ମୁକ୍ତି ପାଇଛନ୍ତି। ଏଲପିଜି ସିଲିଣ୍ଡର ମୂଲ୍ୟରେ ଏକ…