ଅନ୍ତରାଷ୍ଟ୍ରୀୟ ଟି -୨୦ ବିଶ୍ୱକପ ପୂର୍ବରୁ ଭାରତ ଖେଳିବ ଦୁଇଟି ଅଭ୍ୟାସ ମ୍ୟାଚ୍, ଏହି ଦୁଇ ଦଳ ସହିତ ହେବ ପ୍ରତିଯୋଗିତା ନୂଆଦିଲ୍ଲୀ: ଆଗାମୀ ତିନି ମାସ ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ପାଇଁ ବହୁତ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଆଇପିଏଲ୍ ପରେ ତୁରନ୍ତ ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ଖେଳିବା…