ବ୍ୟାଙ୍କ ଆକାଉଣ୍ଟ

ନବରଙ୍ଗପୁର: ସରକାରୀ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ ପାଇଁ ଉଦ୍ୟମ ବିଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଚିଠି ସ୍ପିଡ୍ ପୋଷ୍ଟ ଯୋଗେ…

ଭୁବନେଶ୍ୱର: ଚିଟ୍‍ଫଣ୍ଡ ଦୁର୍ନୀତିରୁ ମୁକୁଳିବା ପରେ ବାଲେଶ୍ୱର ଓ ଭଦ୍ରକ ଏବେ ସାଇବର ଠକମାନେ ବ୍ୟବହାର କରି ଦୈନିକ ଲକ୍ଷାଧିକ ଟଙ୍କା ଠକି ନେଉଥିବା ଛଦ୍ମ ବ୍ୟାଙ୍କ…

ନୂଆଦିଲ୍ଲୀ: ଏଣିକି ଦେଶରେ ସହଜରେ ମୋବାଇଲ୍ ସିମ୍ କାର୍ଡ ପାଇବା ଦିନ ଶେଷ ହେବାକୁ ଯାଉଛି। ସିମ୍ କାର୍ଡ ମାଧ୍ୟମରେ ଠକେଇକୁ ରୋକିବା ପାଇଁ ସରକାର ବର୍ତ୍ତମାନ…

ନୂଆଦିଲ୍ଲୀ: ଏପରି ସମସ୍ୟା ଅନେକ ବ୍ୟାଙ୍କ ସମ୍ମୁଖରେ ଆସିଥାଏ, ଯେତେବେଳେ ବ୍ୟାଙ୍କ ଆକାଉଣ୍ଟରେ ପଡ଼ିଥିବା ରାଶି ଉପରେ କାହାର ଅଧିକାର ନଥାଏ। ଏଗୁଡିକ ଏପରି ଖାତା ଯାହାକୁ…

ନୂଆଦିଲ୍ଲୀ: ହ୍ଵାଟସ୍ ଆପ୍ ପେମେଣ୍ଟସ୍ ହେଉଛି ଏକ ଇନ୍-ଚାଟ୍ ପେମେଣ୍ଟ ସେବା। ଯାହା ନଭେମ୍ବର 2020 ରେ ଆରମ୍ଭ ହୋଇଥିଲା । ୟୁପିଆଇ-ବେସ୍ ପେମେଣ୍ଟ ପ୍ଲାଟଫର୍ମ ନ୍ୟାସନାଲ…

ନୂଆଦିଲ୍ଲୀ: ବିଦେଶୀ ଯୋଗଦାନ ନିୟାମକ ଆଇନ (ଏଫସିଆରଏ) ଅଧୀନରେ ମିଶନାରୀଜ୍‌ ଅଫ ଚାରିଟି (ଏମଓସି) ପକ୍ଷରୁ ଏଫସିଆରଏ ପଞ୍ଜୀକରଣର ନବୀକରଣ ଲାଗି କରାଯାଇଥିବା ଆବେଦନ ୨୫ ଡିସେମ୍ବର…

ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ଚାଷୀଙ୍କୁ ସରକାର ଏକ ଖୁସି ଖବର ଦେବାକୁ ଯାଉଛନ୍ତି। କିଷାନ ସମ୍ମାନ ନିଧି ରାଶି ଖୁବ ଶୀଘ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

ନୂଆଦିଲ୍ଲୀ: ପାନ୍ କାର୍ଡକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ବିବେଚନା କରାଯାଏ। ଯେତେବେଳେ ବି ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ଯ୍ୟ କରୁ, ସେତେବେଳେ ଆମକୁ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି…

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ସଦସ୍ୟଙ୍କ ପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ନିୟମ ସ୍ଥିର ହୋଇଛି। ଏହି ନିୟମ ଅନୁଯାୟୀ, ସଦସ୍ୟମାନେ ଅନଲାଇନରେ…