ଆଜିର ଖବର ଆସନ୍ତା ଜାନୁଆରୀ ୧ ତାରିଖରୁ ବଦଳିଯିବ ଆପଣଙ୍କ ବ୍ୟାଙ୍କ ଚେକ୍ ବୁକ, ଏହା ସତ କି? କଣ କହୁଛି ଆରବିଆଇ ନୂଆଦିଲ୍ଲୀ: ଗତ କିଛିଦିନ ଧରି ସାମାଜିକ ଗଣମାଧ୍ୟମରେ ଏକ ଖବର ବେଶ ଭାଇରାଲ ହେବାରେ ଲାଗିଛି। ତାହା ହେଲା ଯେ, ୩୧ ଡିସେମ୍ବର ୨୦୨୬ ପରେ ବର୍ତ୍ତମାନର…