ଅନ୍ତରାଷ୍ଟ୍ରୀୟ ଟି-୨୦ ବିଶ୍ୱକପରେ କେମିତି ହେବ ଟିମ୍ ଇଣ୍ଡିଆର ବ୍ୟାଟିଂ କ୍ରମ?, କହିଲେ ଦୁଇ ପୂର୍ବତନ ଖେଳାଳି ନୂଆଦିଲ୍ଲୀ: ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏବେ ଦଳର ବ୍ୟାଟିଂ ଅର୍ଡର ନେଇ ଚର୍ଚ୍ଚା ଜୋର…