ବ୍ୟାସକବିଙ୍କ ଜୟନ୍ତୀ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ ତଥା ଓଡ଼ିଆ ଜାତୀୟ ଅଭ୍ୟୁତ୍‌ଥାନର କର୍ଣ୍ଣଧାର ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଡିଏଭି ଶିକ୍ଷାନୁଷ୍ଠାନ ଏଫ୍‌.ଜୋନ୍‌ର…