ଆଜିର ଖବର ଭାରତରେ ଲଞ୍ଚ ହେଲା ପ୍ରଥମ ନାସାଲ୍ ସ୍ପ୍ରେ, କୋଭିଡରେ ପୀଡିତ ବୟସ୍କ ରୋଗୀଙ୍କୁ କରାଯାଇପାରିବ ଚିକିତ୍ସା ନୂଆଦିଲ୍ଲୀ: କୋଭିଡରେ ପୀଡିତ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ SaNOtize ସହଭାଗିତାରେ ମୁମ୍ବାଇ ସ୍ଥିତ ଗ୍ଲୋବାଲ ଫାର୍ମା କମ୍ପାନୀ ଗ୍ଲେନମାର୍କ ଭାରତରେ ପ୍ରଥମ ନାଇଟ୍ରିକ୍ ଅକ୍ସାଇଡ୍ ନାସାଲ୍…