ରାଜ୍ୟ ଖବର ଭଦ୍ରକ ଧାମନଗରର ପରିସ୍ଥିତି ଏବେ ବି ଉତ୍ତେଜନା, ବନ୍ଦ କରାଗଲା ଇଣ୍ଟରନେଟ ସଂଯୋଗ ଭଦ୍ରକ: ଭଦ୍ରକର ପରିସ୍ଥିତି ଏବେ ବି ଉତ୍ତେଜନା ପୂର୍ଣ୍ଣ ରହିଛି। ସେଠାରେ ଗତକାଲିଠାରୁ ବିଏନ୍ଏସ୍ଏସ୍ ୧୬୩ ଧାରା ଲାଗୁ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦଶ…