ଜାତୀୟ ଖବର ଭବିଷ୍ୟତର ମାର୍ଗ: ଇଭି ଚାର୍ଜିଂ ନିମନ୍ତେ ମାର୍ଗ ଦର୍ଶିକା, ୨୦୨୪ ସମୀର ପଣ୍ଡିତ, ନିର୍ଦ୍ଦେଶକ, ବି.ଇ.ଇ. ୨୦୭୦ ମସିହା ପର୍ଯ୍ୟନ୍ତ କାର୍ବନ ଉତ୍ସର୍ଜନକୁ ଶୂନ୍ୟ କରିବା ହେଉଛି ଭାରତର ଲକ୍ଷ୍ୟ। ସେଥିପାଇଁ ଇଲେକ୍ଟ୍ରିକ୍ ଯାନ (ଇ.ଭି.) ପରିବହନ କ୍ଷେତ୍ରକୁ…