ଆଜିର ଖବର ଜି୨୦ ଭାରତ-“ ଭବିଷ୍ୟତ କାର୍ଯ୍ୟଧାରା”କୁ ନେଇ ସୋଆ ପକ୍ଷରୁ ୱେବିନାର ଆୟୋଜିତ ଭୁବନେଶ୍ୱର: ବର୍ତ୍ତମାନ ଟେକ୍ନୋଲୋଜି ଯୋଗୁଁ କାର୍ଯ୍ୟଧାରାରେ ଅନେକ ପରିବର୍ତନ ଆସିଛି। ଲୋକମାନେ ବିଶ୍ୱର ଗୋଟିଏ କୋଣରେ ବସି ଅନ୍ୟ ଏକ କୋଣର ଲୋକମାନଙ୍କ ନିମନ୍ତେ କାର୍ଯ୍ୟ କରିପାରୁଛନ୍ତି…