ଜାତୀୟ ଖବର ଭୁବନେଶ୍ବରରେ ନିର୍ମାଣ ହେବ କୁକୁର ପାର୍କ, ବିଡିଏ ତରଫରୁ ଆରମ୍ଭ ହେଲା ପଦକ୍ଷେପ ଭୁବନେଶ୍ବର: ରାଜଧାନୀର କୁକୁର ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। କାରଣ ଖୁବ ଶିଘ୍ର ବିଡିଏ ଭୁବନେଶ୍ବରରେ କୁକୁରମାନଙ୍କ ପାଇଁ ନିର୍ମାଣ କରିବାକୁ ଯାଉଛି ଏକ ପାର୍କ।…