ଅନ୍ତରାଷ୍ଟ୍ରୀୟ ଭରତ ବାୟୋଟେକର ଟିକାକୁ ଅନୁମୋଦନ ଦେଲା ଜର୍ମାନୀ, ଲକ୍ଷ ଲକ୍ଷ ଲୋକ ପାଇବେ ଆଶ୍ଵସ୍ତି ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ଭରତ ବାୟୋଟେକର କରୋନା ଟିକା, କୋଭାକ୍ସିନକୁ ଜର୍ମାନୀ ଅନୁମୋଦନ କରିଛି। ଏହି ଅନୁମୋଦନକୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିଲା। ଯାହା ପରେ…