ବିଶେଷ ଖବର ପଞ୍ଚାୟତ ନିର୍ବାଚନ ଫଳାଫଳ: ଭଲ ସ୍ଥିତିରେ ବିଜେଡ଼ି, ଜାଣନ୍ତୁ କେଉଁ ଦଳ କେତୋଟି ଆସନରେ ଆଗୁଆ ଭୁବନେଶ୍ବର: ଆଜି ସକାଳୁ ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଏଥିରେ ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଚାଲିଛି।…