ଆଜିର ଖବର ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆସାମର ନାଥନପୁର ଗ୍ରାମରେ ୬,୮୩୯ କୋଟି ଟଙ୍କା ବ୍ୟୟରେ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍-୨(ଭିଭିପି-୨)ର ଶୁଭାରମ୍ଭ କରିଛନ୍ତି।…