ଭାଇରାଲ୍ ହେଉଛି ଟୁଇଟ୍

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନର ୨୦୨୨ର ଫଳାଫଳ ପ୍ରାୟ ସ୍ପଷ୍ଟ ହେବାରେ ଲାଗିଛି। ଆମ୍ ଆଦମୀ ପାର୍ଟି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିବ।…