ଆଜିର ଖବର ବିଜେପିରେ ଯୋଗଦେବେ ଏହି ୫ କଂଗ୍ରେସ ମନ୍ତ୍ରୀ! ରାହୁଲ ଗାନ୍ଧୀଙ୍କ ଚିନ୍ତା ବଢାଇଲା ଭାଇରାଲ ପୋଷ୍ଟ ନୂଆଦିଲ୍ଲୀ: ଗତ କିଛି ଦିନ ହେବ ରାଜସ୍ଥାନରେ ରାଜନୈତିକ ବାତାବରଣ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ସରକାର ଏବଂ ସଂଗଠନରେ ବାକ ଯୁଦ୍ଧ ଚାଲିଥିବାବେଳେ…