ଆଜିର ଖବର ଭାଗ୍ୟ ଉଦୟ ପାଇଁ ଧନତେରାସ୍ରେ ଆଣନ୍ତୁ ଏହି ୫ଟି ଜିନିଷ ଭୁବନେଶ୍ଵର: ଦୀପାବଳି ପୂର୍ବରୁ ଧନତେରାସ୍ ପାଳନ କରାଯାଇଥାଏ। ଆଜି ଧନତେରାସ୍ ପର୍ବ ପାଳନ କରାଯାଉଛି। ହିନ୍ଦୁ ଧର୍ମ ଅନୁସାରେ ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ। ଏହି…