ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥି

ବାଣପୁର (ସୀତାରାମ ଅଗ୍ରୱାଲ): ମନ୍ଦିରଗଣକଙ୍କ ଗଣନାନୁସାରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥି ବୁଧବାର ଶୁଭଲଗ୍ନ ଦିବା ଏକ ଘଟିକା ସମୟରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ଥାଟପଟୁଆର ସହ…