ଆଜିର ଖବର ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ଚମତ୍କାର ପ୍ରଦର୍ଶନ: ଭାରତକୁ ସ୍ୱର୍ଣ୍ଣ, ଓଡିଆ ପୁଅ ଜିତିଲେ ରୌପ୍ୟ ନୂଆଦିଲ୍ଲୀ: ଭାରତର ତାରକା ଆଥଲେଟ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଟିମ୍ ଇଣ୍ଡିଆକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି।…