ଆଜିର ଖବର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି: ୬ କୋଟି ଦେବ ହରିୟାଣା ସରକାର ନୂଆଦିଲ୍ଲୀ: ଆଥଲେଟିକ୍ସରେ ଭାରତର ପ୍ରଥମ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ହରିୟାଣା ସରକାର ନୀରଜ ଚୋପ୍ରାଙ୍କୁ ନଗଦ ପୁରସ୍କାର ଘୋଷଣା କରିଛନ୍ତି। ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍…