ଆଜିର ଖବର ସୁପ୍ରିମକୋର୍ଟରେ ୫ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଆଜି ପାଞ୍ଚଜଣ ନୂତନ ବିଚାରପତି ପାଇଛନ୍ତି। ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୨ କୁ ବୃଦ୍ଧି ପାଇଛି। ସୁପ୍ରିମକୋର୍ଟଙ୍କ…