ଆଜିର ଖବର ପାର୍ବଣରେ ରେଳବାଇର ବଡ଼ ଘୋଷଣା! ପାର୍ସଲ ବୁକିଂରେ ୨୫% ରିହାତି, କିଏ ପାଇବେ ଏହି ସୁବିଧା? ପାର୍ବଣ ଋତୁରେ ବନ୍ଧୁ, ପରିବାର ଓ ସମ୍ପର୍କୀୟଙ୍କ ନିକଟକୁ ମିଠା, ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇବାର ଚାହିଦା ବଢ଼ିଯାଏ। ଏହି ସମୟରେ ପାର୍ସଲ ପଠାଉଥିବା ଗ୍ରାହକଙ୍କ…