ବିଶେଷ ଖବର ଭୁବନେଶ୍ୱରରେ ଓଡ଼ିଶା ଗୁଣବତ୍ତା ସଂକଳ୍ପର ଶୁଭାରମ୍ଭ ଭୁବନେଶ୍ୱର: ଓଡ଼ିଶା ସରକାର ଓ ଭାରତୀୟ ଗୁଣବତ୍ତା ପରିଷଦର ମିଳିତ ସହଭାଗିତାରେ ଆଜି ଭୁବନେଶ୍ୱର ଠାରେ ଓଡ଼ିଶା ଗୁଣବତ୍ତା ସଂକଳ୍ପ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିରେ ଆସୋଚାମ୍,…