ଆଞ୍ଚଳିକ ବାଣପୁର ପୋଲିସ ଦ୍ବାରା ନୂତନ ଅପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ବାଣପୁର: ଆଜି ନୂତନ ଅପରାଧିକ ଆଇନ ଉପରେ ବାଣପୁର ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସଂସଦରେ ପାରିତ ଭାରତୀୟ ଦଣ୍ଡ ସଂହିତା, ନାଗରିକ ସଂହିତା,…